ସମୁଦ୍ର ଆଡେ Towards The Ocean
G
0
Altın Yaprak
1.
ଯାହାସବୁ ମକା କଷିମଂଜି,
ବଦମାସୀବୁଦ୍ଧି ସବୁ କ୍ଷତି।
ମା ମାଟି ପାଇଁ ଗୀତ,
ଆକାଶର ନାଚ ଆଉ ଆନନ୍ଦ।
ଅସ୍ତ୍ର ହେବାକୁ ଅଛି କି ଫୁର୍ସତ୍?
ନାଗର, ନବେ ବର୍ଷିଆ ବୃଦ୍ଧ।
2.
ଦୃଶ୍ୟ ଅଦୃଶ୍ୟ ଏକା,
ସ୍ୱପ୍ନରେ ଉଡାଣ ଆଉ
ସବୁ ଫାଏଦା,
ସତ ଯେପରି ଟାଣଖରା।
ବାଦୁଡିର ପଛପଟ ସମୟ,
ମିଟିଂର ଭେଜିଟେବୁଲ ଚପ୍ ଜୀବନ।
କାଠ କୁମ୍ଭୀର, ଦେଖଣାହାରୀ ଭୂତ।
3.
ଧୋଇଦେଲା ପବନ ସବୁ,
ଆଣ୍ଠୁଗଣ୍ଠି ବାତଗ୍ରସ୍ତ ରୋଗୀର
ଜୀବନ ଯନ୍ତ୍ରଣା।
ରହିଗଲା ପାଣିର ସବୁ କାନ୍ଦ
ଥିଲା ଯେଉଁଠାରେ ଚାହିଁ ରହିଥିଲାବେଳେ
ପେଚା ସମୁଦ୍ର ଆଡେ।
Bu şiiri puanla
Henüz puan verilmemiş