ଯାଉଛି ସୂର୍ଯ୍ୟ The Sun Is Going
G
0
Altın Yaprak
ଅଛ, ଅଛ ତୁମେ, କୋଉଠି କେଜାଣି!
ଅଛ, ଅଛ ଜାଣି ମୋ ଆନନ୍ଦର ସୀମା ନାଇଁ।ଅଛ, ଏଠି ସେଠି କୋଉଠି ଫରକ ପଡେ ନି।ଅଛ, କହିଦିଅ ଅଛି। ନ ବସୁ ଆଉ କୋଉଠି ମାଛି।କେମିତି ଯିବି କେଉଁଆଡେ ପାରୁ ନି ରାସ୍ତା ବାଛି।ଅଛ, ଅଛ ତ ପୂର୍ବପରି! ଯାଉଛି ଦୂରେଇ ସୂର୍ଯ୍ୟ ଆଖିମିଟିକା ମାରି।
Bu şiiri puanla
Henüz puan verilmemiş