ନିଜ ଭିତରର ଆଛା ପଣ (Good Qualities Within)

D Dr Dillip K Swain Dr Dillip K Swain
0 Altın Yaprak
ଟାହି ଟାପରା କୁ… ଟାହି ଟାପରା କୁ ସହି ହେଉନି ମୋ କଥା ଅ କଥା ଜାଣି ଆଉ ବଂଚି ହଉନି I ପବନ ଉର୍ମି ରେ ବାର୍ଦ୍ଧକ୍ୟ ବାର୍ତା ଭାସିଯାଉଛି ଭାସିଯାଉଛି... ନିଜ ଭିତରର ଆଛା ପଣ ସବୁ ବାର୍ଦ୍ଧକ୍ୟ ର ଚାପ ଖାଇ ଖାଇ ଦବି ଯାଉଛି, ଦବି ଯାଉଛି, ଜ୍ଞାନ ଅନୁଭୂତି ବାଣ୍ଟିବା ପାଇଁ ମୁଁ ଘୁରି ବୁଲୁଚି, ଘୁରି ବୁଲୁଚି... ବୁଢା ପାଗଳ କହି ନାତି ଟୋକା ମୋର ଯୋଜନ ଯୋଜନ ଗପିବୁଲୁଛି ଅକାଳ ଶୂନ୍ୟରୁ ବିକଟାଳ ଶବ୍ଦ ଭାସିଆସୁଛି ବାର୍ଦ୍ଧକ୍ୟ ଆଜି ଦାଉ ସାଧିଛି Copyright @Dillip K Swain _____________________________ SUMMARY: This poem is about the misery of an old man! He is distressed because no one is eager to hear what he wants to say! The biggest disappointment is that his grandchildren make a mockery of his acquired experiences and knowledge.

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.