ମହୁମାଛିଙ୍କୁ To The Bees
G
0
Altın Yaprak
ମହୁମାଛିଙ୍କୁ ଡାକୁ ନା ଆମେ,
ଆପେ ଆସନ୍ତି ସେମାନେ
ଆମ ଫୁଲ ଫୁଟିଲେ ବଗିଚାରେ।
ସ୍ପଷ୍ଟୀକରଣ ଦେବାକୁ ପଡେ ନା
ଆମ ଖୁସି ହେବାର କାରଣ ଜହ୍ନ ରାତିରେ।
ଯାହା ସତ୍ୟ ମାନିବାକୁ ବାଧ୍ଯ ତୁମେ
ଏଥିରେ ଆମର ନାହିଁ ଉଲ୍ଲସିତ ହେବାର କାରଣ,
ଆମେ ଜାଣୁ ଘଟି ଯାଇଛି କଣ ସବୁ ୟା ଭିତରେ ।
Bu şiiri puanla
Henüz puan verilmemiş