ଅସରନ୍ତି ସମୟ Unending Time
G
0
Altın Yaprak
କୋଉଠି ନା କୋଉଠି ତ ଦେଖିଛି,
ପୁଣି ଦେଖାଦେଖି ହେବା
କୋଉଠି ନା କୋଉଠି।
ହୁଏ ତ ବଦଳି ଯାଇପାରେ ରୂପରେଖ
ତାଳଲୟ ସ୍ୱର ସୂର୍ଯ୍ୟୋଦୟ!
ଆମଠି ଅସରନ୍ତି ସମୟ।
ଅକ୍ଷୟ!
Bu şiiri puanla
Henüz puan verilmemiş