କାଣା କେନ୍ତା What How
G
0
Altın Yaprak
ଶଲାବୁଢା ବସିଛେ,
କାଣା କେନ୍ତା
କଥାନି ଫାନ୍ଧବା
ମୁଡ ଘୁରଉଛେ।
ପୁନି ଜନ୍ ଉଦିଛେ,
କେନ ନିଶା
କେନ୍ତା କିଏ ପିବା
ମୁଡ ଘୁରଉଛେ।
ଟପ ଟପ ବର୍ଷୁଛେ,
ଆରୁ ଆରୁ
ରୋଗ ଶୋକ ଗୁର୍ଦୁ
ଧପଡି ଅଉଛେ।
ବଁଚବା କେନ କେନ୍ତା
ହିଁଜରି ହଉଛେ।
English rendering
By Suman;
Sitting an old stupid man
Thinking how to construct a story.
The full moon has arisen,
Thinking who will
Take take which addiction.
And it is raining heavily,
And rushing so many
Diseases and sorrows.
Meditating who will
Live how and where.
Bu şiiri puanla
Henüz puan verilmemiş