କାଣା କହେବ What To Say
G
0
Altın Yaprak
ଯାହାରଠାନେ
ଭେଦଭାବ ଅଛେ,
ପଛ କରିଦେଲେ
ଚୁପରା ଖଉଛେ ଯିଏ,
ହେତାକେ ବଲସନ କେଁ
ମୁନୁଷ୍, ବଲସନ୍ କେଁ କବି!
ହେତାର ଦିହେ
କେଁ ରକତ୍ ଅଛେ
କେନ୍ ପାରବା କହି!
ହେଟା ନେଇଁସେ
କାହାରିରଟା।
ହେଟା ଥିସି ହେନେ
ଜେନେ ଥିସି ଫାଏଦା।
କାଣା କହେବ ହେତାକେ,
କହ ନ ଦଦା।
Bu şiiri puanla
Henüz puan verilmemiş