ଦେହ କଣ? What Is Body?
G
0
Altın Yaprak
ଏମନ୍ତ ଦେହୀମାନଙ୍କର, ଦେହଟି ଏ ମାୟା ସଂସାର।
ବିବିଧ ବେଶ ଦେହୀଙ୍କର, ସନ୍ତାପ ଯେତେକ ଅସାର। (6/15) -ଅତିବଡି ଜଗନ୍ନାଥ ଦାସ।
ଦେହ କଣ?
ଦେହୀ କିଏ?
ଦେହ କରେ ଗତି କେଉଁଆଡକୁ?
ଦେହୀ ଥାଏ କୋଉଠି?
ଥାଏ କେମିତି?
କି କାରଣେ ବିଚାର କରେ କିଏ କଣ?
ପ୍ରବେଶ ଆଉ ପ୍ରସ୍ଥାନ କଣ ପାଇଁ?
ଜାଣ ଯଦି ଟିକିଏ ବୁଝାଇ କହିଦିଅ ଗୋସାଇଁ।
Bu şiiri puanla
Henüz puan verilmemiş