କେଁ ଫାଏଦା? What Is The Benefit?
G
0
Altın Yaprak
1
ଗଲା, ନିହାଲ ହେଇଯିବା
ଆଇଏଏସ, ଓଏଏସ, ପାଇଗଲେ!
ଶଲେ, ମୁନୁଷ୍ କେ ମୁନୁଷ୍ ବାଗିର
ନେଇଦେଖଲେ,
ମୁନୁଷର ମାଟିର ଭାଷାକେ
ନେଇଁ ଚିହ୍ନଲେ,
କେଥିଁ ଲାଗସି?
ଖଚୋ!
2
ନୁକୋ ନେଇଁସେ,
ଇତାର ନାଁରେ ହେତାର ନାଁରେ
କହେବାରଟା ହର୍ମିଶା,
ତମେ ତମର କଥା କହ ନ ବୁଆ!
ପରର ଚୁପରା ଖେଇକରି
କେଁ ଫାଏଦା?
ଗୁହେ ଘାଁଟି ହେବାରଟା,
ଗଁଦଗି ଛାଡବାରଟା!
Bu şiiri puanla
Henüz puan verilmemiş