କେନ୍ତା କରି ବଁଚମି How To Live

G Gajanan Mishra Gajanan Mishra
0 Altın Yaprak
ଖୁଜଲେ ହେଲେ ପାଏବ କେନୁ ଝିଲିପିଆଗି, କୁସମା, ଲୁଚେ, ଝାମୁଲ, ତୁଲସିଦାସ, କଲାକୃଷ୍ଣ, କାଲି ଅଂଜେନ, ଯାହିଁତାହିଁ ସାର୍ କାଜେ ଆରୁ କାହିଁ ନାଇଁ। ବାହାଲ, ବାହାଲମାମଲି, ଆଁଟ, ବେର୍ଣା ବରସାତ୍ କାଜେ ସବୁ ଶୂନା। ଖର୍ଡିବୁନା ନେଇଁ କି ନେଇଁ ପଲହାରୁଆ। ଜୋରବଛା, ପାଏନବନ୍ଧା, ଭୋଲଚୁଟା, ନେଇ ନ କିଛୁ। ଧାନପେଟା, ଭରା, ଭରନ, ସଭେ ଭେଟଲେ ନ ମରନ। ଖରି ଖରା ମାଡେନ, ନେଇଁ ନ। ନେଇଁ ନ ବଲି ପଲାଷ୍ଟିକ ଚଉଲ ଅଉଛେ ରାୟପୁରନୁ। କେନା ସିରେଲ ଭାଜି ନାଇଁ ସୁଆଦ। ଖଜୁର କେନ୍ଦୁ ଚାହାର ଦେଶୁ ବାହାର। ମାଗୁର ବଲିଆ ଖଗସା ଠୂରୁ ମଟଲା ସବୁ ଦେଲୁ ନ ପାସରି। ଗଛଖୁଁଟ ନେଇଁ ପଚର। ନାଁ ହିରାକୁଦ, ପାଏନ ଭି ନେଇଁ। କେନ୍ତା କରି ବଁଚମି ବଁଚାମି। ଚିଁଗରି ବାଗିର ଛଟକୁ ଛୁଁ ଦେଖୁଛ କି ନେଇଁ।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.