କାଣା ହଉଛେ ଇଟା? What Is This Happening?
G
0
Altın Yaprak
କାଣା ହଉଛେ ଇଟା?
କାଁଜେ ଏତକି ଗୁଲଗୁଲା
କରୁଛ ଇନ ମକେ?
ନେଇଁ ରହେଁ ନ ମୁଇଁ,
ପଲାମି ଇନୁ।କେଁଟା
କଲିଁ ମୁଇଁ କାହାକେ?
ମୁଇଁ ତ ମୋର୍ ଅଛେଁ।
ଲାଗ ନାଇଁ କହୁଛେଁ।
ଲାଗ ନାଇଁ ମୋର ଲଗେ।
ମୁଇଁ ନାଇଁ ଛାଡେଁ।
ରହ ରହ ଗଜା ମରଡି ହେବା,
ଛଟକିଯିବ ଚିଙ୍ଗରି ବାଗିର
ଶୁଖେ ଭଟେ।
ଜାନବ ଜାନବ, ରହ ରହ,
ଶୁଇନେ ଲାଗୁଛ,
ପାଏବ ସବୁ କରନିର ଫଲ।
Bu şiiri puanla
Henüz puan verilmemiş