କୋଉ ସୁଖ What Pleasure
G
0
Altın Yaprak
କୋଉ ସୁଖ କେବେ ଥିଲା କି ଅଛି ଯେ
ହେବ ହାନି ହେ!
କର୍ମ ତତ୍ପର ଥିଲି
ଆଉ ଅଛି ପୂର୍ବପରି।
ମୋ ଭଳି ଦରିଦ୍ରକୁ କହୁଛ
ଅଛି ଆୟଯୋଗ!
ଯାଉଛି ସବୁ ସମୟ
ବାଦବିବାଦରେ,
ଆଉ ସମସ୍ତଙ୍କଠି ଫୁଟି ଉଠୁଛି
ତୀବ୍ର ଘୃଣାଭାବ।
Bu şiiri puanla
Henüz puan verilmemiş