କିଏ ଖୋଲିବ ପାଟି! Who Will Open The Mouth!
G
0
Altın Yaprak
କହିବାଲୋକ
କେତେ କିଏ
କଣ ସବୁ କହିବେ।
କୁହନ୍ତୁ, କହିବାକୁ ଦିଆଯାଉ।
ନ କହିଲେ
ପଡିବ ନି ଜଣା
କୋଉଠି କଣ।
ଜଣା ନ ପଡିଲେ
କରାଯିବ କଣ
ହେବ ନି କହି।
ଆଉ ନ କହିଲେ
ମେଘ କି ମାଟି
ପବନ କି ଆଲୁଅ
କିଏ ଖୋଲିବ ପାଟି!
Bu şiiri puanla
Henüz puan verilmemiş