କିଏ ଜାଣେ! Who Knows
G
0
Altın Yaprak
ସବୁଠିକୁ ସବୁବେଳେ ପାରିବ ପହଂଚି
ଆଉ ସମସ୍ତଙ୍କୁ ସବୁବେଳେ
ପାରିବ ସୁଖ ଦେଇ
ଏମିତି ମାନେ ନାହିଁ।
ଆଜିର କଥା କାଲିକୁ ନାହିଁ।
ଏକ୍ଷଣି ହୋଇଛି ଯାହା ଆର କ୍ଷଣକୁ
ହେବ ପୁଣି ନୁହଁ ବି ସେମିତି।
ଅଛ ଏଠି ଏବେ
ଆର ମୁହୂର୍ତରେ ଥିବ କୋଉଠି
କିଏ ଜାଣେ!
English rendering;
It is not that
You would reach
Everywhere always
And make all always
Happy.
What is today,
That is not
There tomorrow.
What has happened
At this moment
That would happened
On the next moment-
Not like that.
You are here at present
Who knows where
You would be
On the next moment.
Bu şiiri puanla
Henüz puan verilmemiş