ଥିବି ତୁମ ସହିତ With You I Stay
G
0
Altın Yaprak
ଟାକ, ଟାକି ଥ, ହେନ
ଜହ୍ନକୁ ଯିବି ମୁଁ।
ଅଦିନିଆ ବର୍ଷାକୁ କହିବି
ଦେ ଆଉ ଥରେ ଭଲ ଭଲ ସବୁ।
ଖୋଜିବି ନିଜକୁ
ହୃଦୟର ଗଳିରେ ଗଳିରେ।
ଫୁଟୁଥିବା ଫୁଲର ଶେଜରେ
ବାରିନେବି ଜୀବନରମହୂୁ।
କହ, କହିଦିଅ
ଏଇଠି ଇ ଥିବି ପୁଣି
ଆଉ ଏକ ଦିନର ଅପେକ୍ଷାରେ।
ନାଚିବି, ଗାଇବି ଜୀବନ ଗୀତ
ଆଉ ଥିବି ତୁମ ସହିତ
ଏଇମିତି ଯୁଗକୁ ଯୁଗ।
Bu şiiri puanla
Henüz puan verilmemiş