ଭାଷା ବିନା ଶୂନ Without Language All Zero
G
0
Altın Yaprak
ଭାଷାର ମୁଁ, ଭାଷା ମୋର,
ମୋଠୁ କଣ ଭିନ୍ନ ମୋ ଭାଷା!
ଭାଷା ପାଇଁ ମୁଁ
ଭକ୍ତିରେ ପ୍ରୀତିରେ ଆନନ୍ଦରେ।
ଭାଷା ପାଇଁ ମୁଁ
ଏଠାରେ ଏ ରୂପରେ।
ଭାଷା ଅଛି ବୋଲି,
ବାକି ଯାହା ଯେତେ ତୁଚ୍ଛ ମୋ ପାଇଁ।
ଆତ୍ମାରୂପୀ ଭାଷା
ଅବିରତେ ଅଛି ମୋ ଭିତରେ।
ମୋର ଜନ୍ମ, ମୋର ମରଣ,
ମୋର ସ୍ଥିତି ସବୁ ଭାଷାଠି।
ଭାଷା ବିନା ଶୂନ ସବୁ
ନୀରବରେ ଧରି ରଖିଛି ଭାଷା ସବୁ।
English rendering;
I belong to language,
Language is mine.
Is my language different from me?
I am for the language,
In devotion in love in pleasure.
I am here in this type
For the language.
Since language is there
Any other thing is nothing for me.
The soul-like language
Is here in me always.
My birth, my death,
My existence
All in the language.
All zero without language,
And the language has kept
All silently.
Bu şiiri puanla
Henüz puan verilmemiş