ଗଲତ ଆଏ ତମେ You Are Wrong

G Gajanan Mishra Gajanan Mishra
0 Altın Yaprak
ଗଲତ ଆଏ ଗଜାନନ ମିଶ୍ର ମୋର ମା ମଲାନ ବଲୁଛ ବଏଲେ ଗଲତ ଆଏ ତମେ। ଗଲତ ଆଏ ତମର ଆଏ ଉପାଏ ମୋର ବଢତିକେ ଛିଡାମି ବଲୁଛ ବଏଲେ। ଖପିଜିବ ତମେ କେତେବେଲେ ନେଇଁ ପାର ଜାନି। ତମର ଜାଲେ ତମେ ହେବ ଛଁଦି। ନେଇଁ ପାର ମୋର ମାଏଟକେ ଉଜଡେଇ ଛାଲସିକାର ରକତ ଅଛେ ସବୁ ହେନ କେତନିକେତେ ସକାଲ ଅଛେ ଦେଖୁଛ କି ନେଇଁ! କାଁଜେ କହେମି ଆରୁ କାଣା, ଅଛେ ଜେନ ମିରଚା ଫଟକରା ଡରାସ କେଁ ହେଟା! ଚିକିରପୁହେ ଦେଖବ ରହ ଉଠିଲିଁ ନ ଆରୁ ନେଇଁ ସହେଁ ନ, ନେଇଁ ଦିଏଁ ରଖି ନମୋନିସାନ ତମର! ତପୋବନ, ଟିଟିଲାଗଡ, ବଲାଙ୍ଗିର 30/10/2019

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.