ତୁମର ତୁମେ You Yourself
G
0
Altın Yaprak
ହେଲା ତ ହେଲା,
କାହାର ତ ହେଲା।
ତୁମର ତୁମେ
ଖାଇଦେଲେ ଗଲା।
କିଏ କାହାକୁ ଦେଲା
ନ ଦେଲା
କାହାର କଣ ଗଲା?
କଣଟା ସରିଲା?
ଥିଲେ ତ କିଛି ପଡନ୍ତା ଜଣା
ରହିଲା କି ଗଲା!
ନ ହେଲା ତ ନ ହେଲା,
କଣଟା ଭାସିଗଲା?
ହୋଇଥିଲେ ଓଲଟେଇ
ଥାଆନ୍ତ ବା କଣ?
ହୋଇକରି ଆଉ ଯାହା ହେଲା,
ନ ହୋଇ ବି ସେୟା।
ତାକ୍ ଧେୟା, ଧେୟା।
Bu şiiri puanla
Henüz puan verilmemiş