ତୁମରି ଅପେକ୍ଷାରେ Waiting You
G
0
Altın Yaprak
ଜାଣିଛ କି ନ ଜାଣିଛ
ଆମେ ସିଂହ ଛୁଆ।
କୋଶ କୋଶ ଯାଇପାରୁ
ଧାଇଁ ନିମିଷକେ।
ନିଜେ ନିଜେ ଆମେ
ଉଠିପାରୁଁ ଠିଆ
ଆଉ ଆମ ଭାଷାରେ
ସତ୍ଯ ସଦା ।
ଯେତେ ପଡିଲେ ବି
ସେତେ ଆମେ ଆଗରେ।
ବଜାରସଉଦା ପାଇଁ
ଆଉ ନାଇଁ ସମୟ ପାଖରେ।
ହୃଦୟକୁ ପୋଡୁଥାଉଁ ନିଆଁରେ
ଆୟଉପାୟ ଖଂଜୁଥାଉଁ
ଜିଣିହେବ କେମିତି ପ୍ରେମରେ।
ହଉ, ପାଖେଇ ଆସ,
ଧରି ଆକାଶ ଆମେ ଏଠି
ତୁମରି ଅପେକ୍ଷାରେ।
Bu şiiri puanla
Henüz puan verilmemiş