ପାନ୍ଥଶାଳା-001 (Pantha Shala-01/Odia Poem)
S
0
Altın Yaprak
ପାନ୍ଥଶାଳା ଏବେ ପଚାରି ବୁଝୁଛି,
ଏଠି କିଆଁ ଲେଖ ନାଆଁ-
ଦୁନିଆ ପଡିଛି ଖାଲି ଖାଲି ସେଠି
ଶୁଖା ଶୁଖା, ଖାଁ ଖାଁ
ଅୟୁତ ଶରତ, ହଜାର ବସନ୍ତ
ହଜାଇଛି ଯେଉଁ ଗାଆଁ-
ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେ
ଅଛି ଲେଖା ତୁମ ନାଆଁ ।।
Bu şiiri puanla
Henüz puan verilmemiş