ପାନ୍ଥଶାଳା-002 (Pantha Shala-02/Odia Poem)
S
0
Altın Yaprak
ଯେଉଁ ଠିକଣା ରେ ଲେଖୁଥିଲ ତମେ
ଗଦା ଗଦା ପ୍ରେମ ଚିଠି-
ଅଛି ସେ ଠିକଣା, ତୁମ ନୀଳ ନୀଳ
ଛୁଆଁ ରେ ଗାଧୁଏ ଏଠି ।।
ତୁମରି ପରଶେ, ଖିଲି ଖିଲି ହସେ
ମୁଖରିତ ହେଉଥିଲା,
ବିରହେ ତୁମର ଆଜି ଖାଲି ଖାଲି
ସେ ହୃଦୟ ପାନ୍ଥଶାଳା ।।
Bu şiiri puanla
Henüz puan verilmemiş