ପାନ୍ଥଶାଳା-004 (Pantha Shala-04/Odia Poem)
S
0
Altın Yaprak
ଯେଉଁ ମନ ଥିଲା, ତୁମ ପାଇଁ ପ୍ରିୟେ
ମନ୍ଦିର ମୁଖଶାଳା,
ଯେଉଁ ବାହୁ ଡୋର, ପରଶ ଓଠ ର
ତୁମରି ଜୀବନ ଥିଲା-
ଯେଉଁ ଛାତି ତଳ ତାତି, କଥା, ବ୍ୟଥା
ତୁମରି ନି8ଶ୍ୱାସ ଥିଲା-
ଆଜି ସେଇ ମନ, ଦେହ ର ଦେଉଳ
ରିକ୍ତ, ତିକ୍ତ ପାନ୍ଥଶାଳା ।।
Bu şiiri puanla
Henüz puan verilmemiş