ପାନ୍ଥଶାଳା-007 (Pantha Shala-07/Odia Poem)
S
0
Altın Yaprak
ଚୋରା ଚାହାଣୀ ର
ନୀଳ ନୀଳ ଚିଠି
ଚୁମ୍ବନ ର ଜଉ ମୁଦ,
ଚୋରା ଚୋରା ଛୁଆଁ
ଗୋଲାପୀ ଓଠ ର
ହଜାଉ ଥିଲା ମୋ ନିଦ,
ତୁମ ଖିଲି ଖିଲି
ହସ ଝରଣା ରେ
ଯେଉଁ ଛାତି ଭିଜୁଥିଲା-
ଆଜି ସେ ଅନ୍ତର
ମଶାଣି ର ଶେଯ,
ପରିତ୍ୟକ୍ତ ପାନ୍ଥଶାଳା ।।
Bu şiiri puanla
Henüz puan verilmemiş