ପାନ୍ଥଶାଳା-008 (Pantha Shala-08/Odia Poem)
S
0
Altın Yaprak
ଗଦା ଗଦା ଏଇ
ଶୁଖିଲା ପତରେ
ବାସୀ ବିଛଣା ର ଦାଗ,
ଦିନେ ଥିଲା ସେ ତ
କଞ୍ଚା କଞ୍ଚା ଛୁଆଁ-
ମିଳନ ର ଅନୁରାଗ ।।
ପବନେ ପବନେ
ତୁମ ଦେହ ଗନ୍ଧ
ମତୁଆଲା କରୁଥିଲା
ଆଜି ଅଛି ଦେହ,
ହେଲେ ଛାତି ତଳ-
ଶୂନ୍ୟତା ର ପାନ୍ଥଶାଳା ।।
Bu şiiri puanla
Henüz puan verilmemiş