ଲିପ୍ସା -01 (Lipsa- 01/ Odia Poem)
S
0
Altın Yaprak
ମୁଁ ତୋତେ ହିଁ ଖୋଦୁଛି,
ତୋତେ।
ତୁ ଥାଉ-
ବୈଶାଖ ରେ ପଥିକ ଓଠ ରେ,
ଶ୍ରାବଣ ରେ ବିରହୀ ଆଖି ରେ,
ଅଶିଣ ରେ ବାଦଲ ଉହାଡେ,
ଫଗୁଣ ରେ କୃଷ୍ମଚୁଡା କଢେ,
ଆଉ
ବେଳ ଅବେଳ ରେ
ମୋ ଆଖି ର ବହଳ ନିଦ ରେ ।।
Bu şiiri puanla
Henüz puan verilmemiş