ପାନ୍ଥଶାଳା-010 (Pantha Shala-10/Odia Poem)
S
0
Altın Yaprak
ନୀଳ ଅକ୍ଷର ର
ସବୁଜ ସଂକେତ
ତୁମ ଅନ୍ତର ର କଥା,
ମୋ ଛାତି କାଗଜେ
ଲେଖି ଦେଇଥିଲ
ଆମ ପ୍ରଣୟ ର ଗାଥା ।।
ଆଖି ରେ ଆଖିରେ
କହୁଥିଲ କଥା
ଅନ୍ତର ଗୋପନ ବାର୍ତ୍ତା-
ଆଜି ତୁମ ବିନା
ପାନ୍ଥଶାଳା ଭରା
ମଶାଣି ର ନୀରବତା ।।
Bu şiiri puanla
Henüz puan verilmemiş