ପାନ୍ଥଶାଳା-011 (Pantha Shala-11/Odia Poem)
S
0
Altın Yaprak
ତୁମ ଚାହାଣୀ ର
ନୀଳ ଦୂଇ ନିଆଁ
ମୋ ପ୍ରଣୟ ବେଦୀ ପରେ ।
ସାଗର ଗଭୀର
ଭଲ ପାଇବା ର
ନୀଳ ପରଶ ରେ ଜଳେ ।।
ଆଖି ର ଉହାଡେ
ଆଗାମୀ ସପନ
ଚୁପି ଚୁପି ଝଳୁଥାଏ-
ପାହାଡ ଏ ପାରେ
ମନ ପାନ୍ଥଶାଳା
ତୁମକୁ ଗୋ ଝୁରୁଥାଏ ।।
Bu şiiri puanla
Henüz puan verilmemiş