ପାନ୍ଥଶାଳା-012 (Pantha Shala-12/Odia Poem)
S
0
Altın Yaprak
ତୁମରି ଆଖି ର
କାଉଁରୀ ପରଶ
ଛୁଇଁ ମୋ ସାଗର ବେଳା ।
ଉତ୍ତାଳ, ଅଧୀର,
ନୀଳ ତରଂଗ ରେ
ମନ ଓଦା କରୁଥିଲା ।
ମନ ବୀଣା ତାରେ
ମଳୟ ବିଭୋର
ଯାଦୁ ଛୁଆଁ ଚାଳୁଥିଲା ।
ଆଜି ବିରହ ର
ବିଧୁର ଓଁ କାରେ
ଗୁଞ୍ଜରିତ ପାନ୍ଥଶାଳା ।।
Bu şiiri puanla
Henüz puan verilmemiş