ପାନ୍ଥଶାଳା-014 (Pantha Shala-14/Odia Poem)
S
0
Altın Yaprak
ହସିଲା ଓଠ ର
ତରଙ୍ଗେ ତରଙ୍ଗେ
ଫଗୁଣ ର ରଙ୍ଗ ଥିଲା,
କୁଆଁରୀ ଆଖି ର
ପାହାନ୍ତି ସପନ
କାନେ କାନେ କହୁଥିଲା-
ଶ୍ରାବଣୀ ସନ୍ଧ୍ୟା ର
ଅଭିଆଡି ଛୁଆଁ
ବେକ ମୂଳ ଜାଳୁଥିଲା-
ଆଜି ନାହଁ ତମେ
ମୋ ବାହୁ ର ଡୋରେ
ଖାଲି ଖାଲି ପାନ୍ଥଶାଳା ।।
Bu şiiri puanla
Henüz puan verilmemiş