ପାନ୍ଥଶାଳା-015 (Pantha Shala-15/Odia Poem)
S
0
Altın Yaprak
ହସ ର ଫଗୁଣ
ତୁମ ଓଠ ଧାରେ
ମୋ ପାଇଁ ଜୀବନ ଥିଲା-
ଘନ ଅମା ରାତି
କଳା କବରୀ ରେ
ମୋ ପ୍ରାଣ ଲଟକିଥିଲା,
ଆଖି ରେ ତୁମର
ଲୁହ ର ଶ୍ରାବଣ
ଅମା ରାତି ଆଣୁଥିଲା-
ତମେ ଚାଲିଗଲ
ପାଲଟି ଗଲି ମୁଁ
ବୈଶାଖ ର ପାନ୍ଥଶାଳା ।।
Bu şiiri puanla
Henüz puan verilmemiş