ତୁମକୁ ଭେଟିବା ପରେ -020 (Tumaku Bhetiba Pare -20/ Odia Poem)
S
0
Altın Yaprak
ଏବେ ମୋର ଦିନ ଆଉ ରାତି
ତୁମ ସୁଖ ସ୍ବପ୍ନ ରେ ବିଭୋର,
ତୁମ ସ୍ମୃତି ବିଜଡିତ ଯେତେ ସବୁ
ମୋ ଭିତର, ମୋ ବାହାର
ଛୁଉଁଥିବା ମାଟି ପାଣି ପବନର ଗୀତି
ଶୀତ ସକାଳର ହିମ, ନିଦାଘ ର ତାତି ।।
Bu şiiri puanla
Henüz puan verilmemiş