ଏକତ୍ର ଏଠି ଆମେ Together We Are Here
G
0
Altın Yaprak
ଦେଖିଛି ତୁମକୁ,
ତୁମେ ସତରେ
ମୋ ଦେଖିଲା ଭଳିକି!
ହଁ ଶୁଣୁଛି କିଛି ଶବ୍ଦ,
ଯାହା ଶୁଣୁଛି
ସେଇଟା କଣ ତୁମର?
ଖରା ନା ବର୍ଷା,
କଳା ନା ଧଳା
ପଡୁ ନି ଜଣା କିଛି।
ଏକତ୍ର ଏଠି ଆମେ।
ତୁମେ ନିଆଁ ଆଉ ମୁଁ ବରଫ।
ମୋର ଇଚ୍ଛା ଜଳିବି
ତୁମ ଇଚ୍ଛା ଜାଣେ ନା।
ଦରକାର ପଡି ନି
ପଚାରିବାର।
ସମୟକୁ ଚାହିଁ
ବଦଳିବାକୁ ଥିଲେ ବି
ହୁଏ ନା।
Bu şiiri puanla
Henüz puan verilmemiş