ମିଳନ ର ରଙ୍ଗ- 03 (Milana Ra Ranga -003/Odia Poem)
S
0
Altın Yaprak
ରୀତି ନୀତି
ଦୁନିଆ ର ଏଇ
ଲୀନ ହୁଏ
ସବୁ ସ୍ୱପ୍ନ
ସମୟ ର
ମହା ସମୁଦ୍ର ରେ...
ପ୍ରତି ଦେହ,
ଦେହାତୀତ-
ପ୍ରେମ ତୀବ୍ର ହୁଏ
ସାଥେ ସାଥେ
ଭାସି ଯାଏ
ଅବଶେଷେ,
ସମୟ ସେପାରେ....
Bu şiiri puanla
Henüz puan verilmemiş