ମିଳନ ର ରଙ୍ଗ- 04 (Milana Ra Ranga -004/Odia Poem)
S
0
Altın Yaprak
ଖୋଲା ଖୋଲି
କଥା ହେଲେ ଆମେ
କେତେ ବାଧା,
ପ୍ରତିବନ୍ଧ ଥିଲା
ସବୁ ସର୍ତ୍ତ
ମଞ୍ଜୁରୀ ନେବାର
ଆଜି ସତେ
ଶୁଭ ଦିନ ଥିଲା...
Bu şiiri puanla
Henüz puan verilmemiş