ତୁମକୁ ଭେଟିବା ପରେ-041 (Tumaku Bhetiba Pare-41/Odia Poem)
S
0
Altın Yaprak
ଆଜି ଗୋଟେ
ଭାରି ଭଲ ଦିନ,
ଖୋଲିଦେବା ପାଇଁ
ମନ ତଳ ସବୁ ରୁଦ୍ଧ ଦ୍ୱାର,
ଅନ୍ତରର ପ୍ରତିଟି ଝରକା ।।
ଥରେ ଖୋଲିଦେଲା ପରେ
ହୃଦୟ ର ମୁଦା ଦରବାଜା,
ଆଉ କେବେ -
ଲାଗିବନି ଏକା,
ଆମେ ହେବା
ଏକ ଆତ୍ମା, ଏକ ପ୍ରାଣ,
ଏକ ଦେହ, ଏକ ମନ
ଗୋଟିଏ ସପନ।।
Bu şiiri puanla
Henüz puan verilmemiş