ମିଳନ ର ରଙ୍ଗ- 38 (Milana Ra Ranga -038/Odia Poem)
S
0
Altın Yaprak
ଏତିକି ପାଇବା ବୋଧେ
ମୋ କପାଳେ ନାହିଁ-
ତମ ଠାରୁ
ମନ ଇଚ୍ଛା ମାଗିବିନି କିଛି,
ବାର ବାର ରୋକିଲେ ବି
ମନ ମୋର
କେବେ ହେଲେ ମାନୁ ନାହିଁ
ତମ ଠୁ ଦୂରେ ରହିବା
କପାଳ ରେ ଅଛି ।।
Bu şiiri puanla
Henüz puan verilmemiş