ଏକା (Alone)
D
0
Altın Yaprak
ଚାଲିବି ମୁଁ ଆଗକୁ ଆଗକୁ
ଏକା ଏକା
ଯେତେ ମୁ ପାରିବି ଚାଲି
ମୋର ଏଇ ମୁକୁଳା ପାଦରେ
ଚାଲିବି ମୁଁ ଏକା ଏକା
ଏହା ମୋ ସଂକଳ୍ପ!
ଆସୁ ପଛେ ଯେତେ ଝଡ ଝଂଜା
ଭାଙ୍ଗିମୁଁ ନପଡ଼ିବି କେବେ
ଚାଲିବି ମୁଁ ଏକା ଏକା,
ଚାଲିବି ମୁଁ ଏକା ଏକା...
Copyright @ Dillip K Swain
Bu şiiri puanla
Henüz puan verilmemiş