ତୁମେ ସେଇଠି ଏକା ଅଛ You Are Only There
G
0
Altın Yaprak
ହୋଇ ନି କିଛି,
ହୋଇ ନ ଥାନ୍ତା ବି କିଛି।
ଘାବରେଇ ତୁମେ
ଏପଟସେପଟ ଲାଗିଛ ଧାଇଁ।
ଯୁଆଡେ ଯେତେ ଗଲେ ବି
ତୁମେ ସେଇଠି ଏକା ଅଛ
ଏଇଟା କରିବାକୁ ହେବ ସ୍ୱୀକାର।
ଆଉ ନାହିଁ କି ନ ଥିଲା କିଛି ତୁମର।
English rendering;
Nothing has happened
Nothing would be happened.
Being worried
You are wandering here and there.
Go though,
Where ever you are
You are only there
You have to admit it.
Bu şiiri puanla
Henüz puan verilmemiş