ଜୀବନ ରାସ୍ତାରେ (Along The Roads Of Life)
D
0
Altın Yaprak
ଜୀବନ ରାସ୍ତାରେ
କିଛି ବାଟ ଚାଲିଗଲା ପରେ
ଯଦି କେବେ ଥକିପଡ
ବସିଯାଅ କେଉଁ ଏକ
ମହାବୃକ୍ଷ ତଳେ!
ଅପଲବ୍ଧି କର ଥକାପଣ
ଭିନ୍ନ ସୁଆଦରେ
ଏକ ଭିନ୍ନ ସୁଆଦରେ…!
Copyright @ Dillip K Swain
Bu şiiri puanla
Henüz puan verilmemiş