ତିକ୍ତ ଅନୁଭୂତି (Bitter Experience)
D
0
Altın Yaprak
ପିଲାଦିନେ
କେବେ କେବେ
ଚଢୁଥିଲି ନଡ଼ିଆ ଗଛରେ
ପଇଡ଼ ତୋଳିବା ପାଇଁ
ଥରେ ନଡ଼ିଆ ଗଛରୁ
ଖସିପଡି ଗୋଡ ହାତ ଭାଙ୍ଗିଗଲା
ସେଦିନ ଠୁ କାନ ମୋଡ଼ି
ନିଜ ଗାଲକୁ ଚାପୁଡା ମାରିଥିଲି
ଆଉ କେବେ ନଡ଼ିଆ ଗଛ
ଚଢ଼ିବି ନାହିଁ!
Copyright @ Dillip K Swain
Bu şiiri puanla
Henüz puan verilmemiş