ତିକ୍ତ ଅନୁଭୂତି-୬ (Bitter Experience-6)
D
0
Altın Yaprak
ଦିନେ ଚିନି
ବୋଲି ଭାବି
ଚିନିପରି ଦିଶୁଥିବା
ସାର ପୁଳାଏ
ପାଟିରେ ପକେଇ
ଦେଇଥିଲି!
ପାଟିଟା ଭୀଷଣ
ଜଳାପୋଡ଼ା କଲା
ଥୁ ଥୁ କରି କାହାକୁ ନ କହି
ପାଟିରୁ ସାର ପୁଳାକୁ
କାଢି ପକେଇଥିଲି!
ସେଇ ଦିନଠୁ
ଚିନି ଖାଇବା ପୂର୍ବରୁ
ଦେଖିକି ଖାଏ!
Copyright@ Dillip K Swain
Bu şiiri puanla
Henüz puan verilmemiş