ପିଲାଦିନ-୩ (Childhood-3)

D Dr Dillip K Swain Dr Dillip K Swain
0 Altın Yaprak
ସେବର୍ଷ ଚତୁର୍ଥ ଶ୍ରେଣୀକୁ ଉତ୍ତୀର୍ଣ ହେଇଥାଏ! ଚକ୍ରଧର ସାର ପାଖକୁ ଡାକି କହିଲେ: ତୁ ତୁମ ଶ୍ରେଣୀରେ ପ୍ରଥମ ଆଉ ଗଣିତରେ ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା ପାଇଚୁ ଆମକୁ ମାଂସ ଝୋଳ ଖୁଆଇବୁ! ଚକ୍ରଧର ସାର ଥିଲେ ମୋ ସ୍କୁଲ ର ଗଣିତ ଶିକ୍ଷକ ଆଉ ମୋ ଟ୍ୟୁସନ ସାର. ଏଇକଥା ମୋ ବାପାଙ୍କୁ କହିଲି ବାପା ଖୁସିହେଇ ମାଂସ ବବତକୁ କିଛି ପଇସା ଦେଲେ! ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା ମାନେ ଗଣିତରେ ଶହେରୁ ଶହେ! ଆଉ ଜୀବନରେ କେବେ କେଉଁଠି ଶହେରୁ ଶହେ ପାଇନି ସେଇଥିଲା ମୋ ଜୀବନର ପ୍ରଥମ ଏବଉଁ ଶେଷ ଗଣିତରେ ଶହେରୁ ଶହେ, ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା! Copyright @ Dillip K Swain

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.