ଗଳାର ହାର (Diamond Necklace)
D
0
Altın Yaprak
ତୁମେ ମୋ
ଗଳାର ହାର,
ମୋ ଜୀବନ ଧନ
ରହିଛି, ରହିବି
ମୁଁ ତୁମରି ପାଇଁ,
କେବଳ ତୁମରି ପାଇଁ!
ମନ ଦୁଃଖ କରନାହିଁ!
English version
___________
You are my
diamond necklace,
the pulse of my life!
Don't feel sad
because I am not
with you at present.
I can't live without you!
I am here for you
and only for you!
Copyright @ Dillip K Swain
Bu şiiri puanla
Henüz puan verilmemiş