ଗୁଡି (Kite)
D
0
Altın Yaprak
ଖେଳିବାକୁ ଭଲଲାଗେ ଗୁଡ଼ି
ମନେ ପଡେ ପଲାଦିନ
କେତେ ମଜା କୌତୁହଳ
ସତେ ଏଇ ଗୁଡ଼ି ଖେଳ!
ମିତା, ସୀତା ଅଟନ୍ତି ମୋ
ଦୁଇଟି ଭଉଣୀ
ଚାହିଁଥାନ୍ତି ଆକାଶକୁ
ମୋ ଲଟେଇ ଗୁଡିକୁ!
ମନେପଡେ ପଲାଦିନ
ଯେବେ ଦେଖିଦିଏ
ସ୍କୁଲ ଛୁଟି ପରେ
ପଞ୍ଝାଏ ପିଲାଙ୍କ କୌତୁହଳ
ସତେ ମଜା ଲାଗେ
ଏଇ ଗୁଡିଖେଳ!
Copyright @ Dillip K Swain
Bu şiiri puanla
Henüz puan verilmemiş