ମୋ ମାତୃଭାଷା ଉପରେ Against My Mother Language
G
0
Altın Yaprak
ମୋ ମାତୃଭାଷା ଉପରେ
ଯଦି ଆଉ କେହି ଲଦି ଦିଏ
ଆଉ କୋଉ ଭାଷା
ଚିରି ଦେବି ଦି ଗଡ,
ମୋ ପଛରେ ସୁରକ୍ଷା ଦେବାକୁ
ଜାଣେ, ରହିଛି ସମଗ୍ର ଜଗତ।
ରାଗ ନା, ବ୍ୟଙ୍ଗ ବିଦ୍ରୂପ କର ନା,
ମୋ ମାଟି ଯାହା, ମୁଁ ତାହା।
English rendering;
I would tear him out
Into two
If anyone keep
Any other language
Against my mother language.
The whole world is
There to support me, I know.
Don't be angry,
Mock not. See,
I am what my earth is.
Bu şiiri puanla
Henüz puan verilmemiş