ଫୁଲଗଛ ସବୁ All Flower Plants
G
0
Altın Yaprak
ଦେଖ ଦେଖ
ଝାଉଁଳି ଗଲେଣି
ଫୁଲଗଛ ସବୁ।
ଅନ୍ଧାର ଦିଶିଲାଣି
ଚାରିଆଡ, ଥାଇ ବି
ଆକାଶରେ ସୂର୍ଯ୍ୟ।
ମାପୁଛ ଆଉ କଣ ହୃଦୟ,
ହେଲାଣି ଏଇଟା ବି ପଥର।
Bu şiiri puanla
Henüz puan verilmemiş