ଫିଟକିରି Alum
G
0
Altın Yaprak
ସାପ ବିଛୁ କଙ୍କରା
ପାରବେ କେଁ ରହି
ଗାତକେ କୁହୁଲା ଗଲେ!
ଗିତାର ହାରମୋନିୟମ୍
ଜେତକିଥି ଯାହା ଶୁନାଲେ ଭି
ଗାଏବାକେଁ ଗିତ କୁଆ
କୁଇଲି ବାଗିର୍!
କୁଲିହା ଛୁଆ
ହେବାକେଁ ବାଘ୍!
ଜେତକି ଜେନତା
ଚଷମା ପିଁଧାଲେ ଭି
ଅଁଧା ପାରବା କେଁ
ଦେଖି ପୁନିଜନ୍।
ନିଶାଖୋର କେନ୍ତା ଜାନବା
ଭଲ ଆରୁ ମଁଦ।
ଅନମୁନଷିଆ ହିଁସକୁଟିଆ
ସହି ରହି ପାରବା କେଁ
ଦେଖିକରି ପରର ଶିରି!
କେନ ଅଛେ କାଣା
ପଡିଜିବା ଜନା
ଦିଅ ପକେଇ ଫିଟକିରି।
Bu şiiri puanla
Henüz puan verilmemiş