ଅମରୁତ୍ ସବୁ ପାଇଛନ୍, All Have Got Nectar
G
0
Altın Yaprak
ନେଇଁ କହ ନ,
ହେ ଟା ହେନ୍ତା ନ।
ସଭେ ସବୁ ଜାନିଛନ୍।
କୁରେପତର ଆନିଛନ୍,
ଦନାରେ ଝୁରି ପୁରଗିଛନ୍,
କୁଦୋଲିଆ ଭାଜିଛନ୍,
ମୁନୁଷ୍ କେ ମୁନୁଷ୍ ବଲିଛନ୍।
ନେଇଁ କହ ନ,
ସଭେ ସବୁ ଜାନିଛନ୍।
ହେଟା ହେନ୍ତା ନ,
ନେଏଁ କହ ନ।
ଅମରୁତ୍ ସବୁ ପାଇଛନ୍,
ଧଏନ୍ ଧଏନ୍ ଜିବନ୍ କରିଛନ୍ ।
ଯେ ଯାହାର୍ ମାର୍ଗେ ବଁଚିଛନ୍।
Bu şiiri puanla
Henüz puan verilmemiş