ଅନ୍ଧ ଧୃତରାଷ୍ଟ୍ର Blind Dhrutarashtra
G
0
Altın Yaprak
ଅନ୍ଧ ଧୃତରାଷ୍ଟ୍ର
ପାରେ ନା ଦେଖି
ଦୁର୍ଯ୍ୟୋଧନ ଦୋଷ।
ଅନ୍ଧ ଧୃତରାଷ୍ଟ୍ର
ପାରେ ନା ସହି
ଯୁଧଷ୍ଠିର ବାସ।
ଅନ୍ଧ ଧୃତରାଷ୍ଟ୍ର,
ଅନ୍ଧ ଧୃତରାଷ୍ଟ୍ର।
ଅନ୍ଧ ଧୃତରାଷ୍ଟ୍ର
ପାରେ ନା କହି
ସତ୍ୟର ଜୟ।
ଅନ୍ଧ ଧୃତରାଷ୍ଟ୍ର
ପାରେ ନା ରହି
ହେଲାପରେ ଅଧର୍ମ କ୍ଷୟ।
Bu şiiri puanla
Henüz puan verilmemiş