ଅମୃତ ଜୀବନ Nectar Life
G
0
Altın Yaprak
ଦୁଃଖ ଯାହାର ଦରଶନ,
ତାହାର ଅତି ସୂକ୍ଷ୍ମ ଜ୍ଞାନ- ଅତିବଡି ଜଗନ୍ନାଥ ଦାସ।
ଦୂରରୁ ଦୂର ହେବ ଯିବାକୁ,
ନିଜ ସ୍ୱଭାବ ସହିତ
ନିଜ ଜଗତ ସହିତ।
ଆଉ ସବୁଠି ଦେଖିବାକୁ
ହେବ ନିଜକୁ।
ଆଉ କହି ଦେବାକୁ ହେବ
ବସନ୍ତକୁ ଦେଖା ତୋର
ଶୀତଳ ମଧୁଗନ୍ଧ ପବନ।
ରେ ମନ, ଦୁଃଖ ତୋର ଗଣ୍ଠିଧନ,
ଦୁଃଖ ଭିତରେ ଇ ଅମୃତ ଜୀବନ।
Bu şiiri puanla
Henüz puan verilmemiş